Public Safety Alert: Cyclone Dana Advisory for Odisha
Date: October 23, 2024
Issued by: Jajpur Business
Attention all citizens of Jajpur and surrounding areas:
In light of the approaching Cyclone Dana, we urge everyone to take necessary precautions to ensure their safety and minimize risks. Cyclonic storms can cause heavy rainfall, high-speed winds, flooding, and damage to infrastructure. Please be vigilant and follow these important safety guidelines:
Precautionary Measures:
- Stay Informed: Follow official weather reports and advisories. Ensure your mobile phones are charged to receive emergency updates.
- Secure Your Property: Ensure doors, windows, and any loose objects outside are secure. Store valuables and important documents in waterproof containers.
- Prepare an Emergency Kit: Include essential items like water, non-perishable food, medicines, flashlights, batteries, and a first-aid kit.
- Avoid Flooded Areas: Do not attempt to cross flooded roads or areas with strong water currents. Keep away from coastal areas and riverbanks.
- Evacuation: If instructed by local authorities, evacuate to designated shelters immediately. Make sure to wear protective gear such as raincoats and sturdy shoes.
- Stay Indoors: During the cyclone, stay indoors, avoid venturing outside unless absolutely necessary, and keep children and the elderly safe.
- Help Your Community: Check on neighbors, especially those who are elderly or vulnerable, to ensure they are prepared and have the necessary support.
For any emergency, contact local disaster management teams or your nearest authority. Stay calm, stay informed, and prioritize your safety.
Emergency Helplines:
- Odisha Disaster Management: 1077
- Local Emergency Response: 102
Let us work together to stay safe during this challenging time.
– Jajpur Business
ଜନସୁରକ୍ଷା ସଚେତନତା: ଓଡିଶା ପାଇଁ ଘୂର୍ଣ୍ଣିବାତ୍ୟା ଡାନା ସଚେତନତା
ତାରିଖ: ୨୩ ଅକ୍ଟୋବର, ୨୦୨୪
ଯାଜପୁର ବ୍ୟବସାୟ ତରଫରୁ ଜାରି କରାଯାଇଛି।
ଯାଜପୁର ଏବଂ ତାହାର ଚାରିପାଶର ଅଞ୍ଚଳର ସମସ୍ତ ନାଗରିକଙ୍କୁ ଅନୁରୋଧ କରାଯାଉଛି:
ନିକଟରେ ଆସୁଥିବା ଘୂର୍ଣ୍ଣିବାତ୍ୟା ଡାନା ଦୃଷ୍ଟିରେ ରଖି, ଆମେ ସମସ୍ତଙ୍କୁ ସଚେତନ ରହିବାକୁ ଓ ଆପଣଙ୍କ ସୁରକ୍ଷା ନିମନ୍ତେ ପ୍ରଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ କରୁଛୁ। ଘୂର୍ଣ୍ଣିବାତ୍ୟା ସମୟରେ ବର୍ଷା, ବିପୁଳ ବାତାସ, ବାନ୍ତି ଏବଂ ସାରଜାମର କ୍ଷତି ହୋଇପାରେ। ଦୟାକରି ସଚେତନ ରୁହନ୍ତୁ ଏବଂ ନିମ୍ନଲିଖିତ ସୁରକ୍ଷା ନିର୍ଦ୍ଦେଶାବଳୀକୁ ଅନୁସରଣ କରନ୍ତୁ:
ସୁରକ୍ଷା ପଦକ୍ଷେପ:
- ସୂଚନା ରଖନ୍ତୁ: ସରକାରୀ ଆବହା ଖବର ଏବଂ ଉପଦେଶକୁ ଅନୁସରଣ କରନ୍ତୁ। ଆପଣଙ୍କ ମୋବାଇଲକୁ ମେସେଜ ଆସିବା ପାଇଁ ପୂର୍ଣ୍ଣ ଚାର୍ଜରେ ରଖନ୍ତୁ।
- ଆପଣଙ୍କ ଘର ସୁରକ୍ଷିତ କରନ୍ତୁ: ଦରଜା, ଜାନ୍ହା, ଓ ବାହାରେ ଯେକ typeଉଣସି ଢିଲା ସାମଗ୍ରୀ ସୁରକ୍ଷିତ କରନ୍ତୁ। ମୂଲ୍ୟବାନ ଓ ଦରକାରି ଦସ୍ତାବେଜକୁ ପାଣି ରୋକିପାରୁଥିବା ଡବାରେ ରଖନ୍ତୁ।
- ଜରୁରୀ ଆବଶ୍ୟକତା ସାମାନ ତିଆରି କରନ୍ତୁ: ପାଣି, ଖାଦ୍ୟ, ଔଷଧ, ଟର୍ଚ୍ଚ, ବ୍ୟାଟେରୀ ଏବଂ ପ୍ରଥମ ଶୁଶ୍ରୁଷା ଯନ୍ତ୍ର ମାନଙ୍କୁ ସାଙ୍ଗରେ ରଖନ୍ତୁ।
- ପ୍ରବାହିତ ଅଞ୍ଚଳକୁ ଏଡାନ୍ତୁ: ବାନ୍ତି ପଥକୁ ଆଡ଼କରିବାର ଚେଷ୍ଟା ନକରନ୍ତୁ। ନଦୀ କୂଳ ଏବଂ ସମୁଦ୍ରକୂଳରୁ ଦୂରେ ରୁହନ୍ତୁ।
- ଖାଲି କରିବାର ନିର୍ଦ୍ଦେଶ ମିଳିଲେ: ଯଦି ସ୍ଥାନୀୟ ପ୍ରଶାସନ ପରାମର୍ଶ ଦେଇଛି, ତେବେ ନିର୍ଦ୍ଦିଷ୍ଟ ଶରଣାଗତି ସ୍ଥଳକୁ ତତ୍କ୍ଷଣାତ୍ ଯାଆନ୍ତୁ। ରେନକୋଟ, ପାଦରେ ଦୃଢ ପାଦରକ୍ଷା ପିନ୍ଧିବା ସହ ଜାଆନ୍ତୁ।
- ଘର ଭିତରେ ରୁହନ୍ତୁ: ବାତ୍ୟା ସମୟରେ ଘର ଭିତରେ ରୁହନ୍ତୁ ଓ ବାହାରେ ଯିବାକୁ ଏଡାନ୍ତୁ। ବିଶେଷକରି ଶିଶୁ ଓ ବୃଦ୍ଧଙ୍କୁ ସୁରକ୍ଷିତ ରଖନ୍ତୁ।
- ଆପଣଙ୍କ ପଡ଼ୋଶୀଙ୍କୁ ସାହାଯ୍ୟ କରନ୍ତୁ: ନିକଟରେ ଥିବା ବୃଦ୍ଧ ଓ ଅସୁବିଧାରେ ଥିବା ଲୋକଙ୍କୁ ଆପଣଙ୍କ ସମର୍ଥନ ଦେଇଥିବା ନିଶ୍ଚିତ କରନ୍ତୁ।
କୌଣସି ଆପତ୍କାଳୀନ ପରିସ୍ଥିତି ସମୟରେ ଅଞ୍ଚଳୀୟ ବିପଦ ପ୍ରବନ୍ଧନ ସଂଗଠନ କିମ୍ବା ନିକଟରେ ଥିବା ପ୍ରାଧିକାରୀ ସହ ସମ୍ପର୍କ କରନ୍ତୁ। ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ଆପଣଙ୍କ ସୁରକ୍ଷା ଆଗରୁ ପ୍ରାଥମିକତା ଦିଅନ୍ତୁ।
ଆପତ୍କାଳୀନ ସହାୟତା ସଂଖ୍ୟା:
- ଓଡିଶା ବିପଦ ପ୍ରବନ୍ଧନ: 1077
- ସ୍ଥାନୀୟ ଆପତ୍କାଳୀନ ସହାୟତା: 102
ଆସନ୍ତୁ ଏହି ଚ୍ୟାଲେଞ୍ଜିଂ ସମୟରେ ସମସ୍ତେ ମିଶି ଏକାଠି ଆପଣ ଆମ ସହରକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରନ୍ତୁ।
– ଯାଜପୁର ବ୍ୟବସାୟ